ଜଳ ହିଁ ଜୀବନ - ରାଜେଶ ରଥ




ସୃଷ୍ଟି ର ରହସ୍ୟ ସୃଷ୍ଟିଧର ତୁମେ

ସୃଷ୍ଟି ନୀୟନ୍ତା ସୃଷ୍ଟି କର

ତୁମ୍ଭର ଆଶିଷେ କ୍ଷଣ ପ୍ରଭା ଆମ୍ଭେ

ପରିଚୟ ବହି ଯେହ୍ନେ ।


ଅଭିମାନେ ତୁମ ଧ୍ଵଂସ ଏହି ଧରା

ମରୁଡ଼ିର ରୂପ ନେଇ

ଋଷି ଗଲେ ତୁମେ ବନ୍ୟା ତ ଆସେ 

ପ୍ରଳୟ ପ୍ରଳାପ ନେଇ ।


ଶାନ୍ତ ସିରି ତୁମମଧୁ ମୂର୍ଚ୍ଛନା ରେ

ତୋଳା ଇ ଜୀବନ ଇନ୍ଦୁ

ସସା ଗର ଧରା ପ୍ରାଣ ପଲ୍ଲବୀ ତ 

ତୁମେ ତ ଜୀବନ ବିନ୍ଦୁ ।


ଏ ମୂର୍ଖ ମଣିଷ କାହୁଁ ବୁଝିବ 

ତୁମ ଉପକାର କୀର୍ତ୍ତି

ବିଜ୍ଞାନ ବଳରେ ବଳୀୟାନ କହି 

ଦେଖାଏ ତାହାର ଶକ୍ତି ।


ଜଳ ନୁହେଁ ସେତ ଜୀବନ ଅମୃତ 

ଚରାଚର ବିଶ୍ଵ ପାଇଁ

ହାତ ଦେଇ ହାତ ଗଢିବାରେ ବିଶ୍ଵ 

ନୂତନ ସନ୍ଦେଶ ନେଇ ।


 ରାଜେଶ୍ ରଥ

ଗଣିତ ଶିକ୍ଷକ , ଆସ୍କା  ,ଗଞ୍ଜାମ

Post a Comment

0 Comments